କାର୍ତ୍ତିକ ପୂର୍ଣ୍ଣିମାରେ ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର

Advertisment

କାର୍ତ୍ତିକ ପୂର୍ଣ୍ଣିମାରେ ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର । ଗୁରୁତରମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।

890

ରାୟଗଡ଼ା: କାର୍ତ୍ତିକ ପୂର୍ଣ୍ଣିମାରେ ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର । ଗୁରୁତରମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଡି. ସିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ସମସ୍ତେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡ଼ାଘରେ ରହୁଥିଲେ। ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନକରିବା ପରେ ହାଠାତ ଟାଙ୍କିରେ ନିଆଁ ଲାଗିଥିଲା, ଯାହା ଫଳରେ ୩ ଜଣ ଗୁରୁତର ହୋଇଥିଲେ।

ସୂଚନା ମୁତାବକ ତିନିଜଣ ଆଇପ୍ପା ଦୀକ୍ଷା ନେଇ ଏକ ଭଡ଼ାଘର ନେଇ ରହୁଥିଲେ। ଗ୍ୟାସ ଲିକେଜ ଥିବା କାରଣରୁ,ଗ୍ୟାସ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଥିଲା। ଘର କବାଟ ବନ୍ଦ ଥିଲା ଏବଂ ଦୁଇଜଣ ଶୋଇଥିଲେ ଏବଂ ଅନ୍ୟ ଜଣେ କୌଣସି କାର୍ଯ୍ୟ ନିମନ୍ତେ ଗ୍ୟାସ ଅନ କରିଥିଲେ। କାଵIଟ ବନ୍ଦ ଥିବା ହେତୁ ୩ଜଣ ଅଧିକ ମାତ୍ରାରେ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe