ବନ୍ଧୁଗାଁ; କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାତରେ ଝିଟିପିଟି ପଡ଼ିଥିବା ବିଷାକ୍ତ ଖାଦ୍ୟ ଖାଇ ପଚାଶରୁ ଊର୍ଦ୍ଧ୍ବ  ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିବା ସୂଚନା ମିଳିଛି I

Advertisment

ମେଡିକାଲ ଟିମର ଚିକିତ୍ସା ଜାରି

ବନ୍ଧୁଗାଁ ବ୍ଲକ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛିI ମେଡିକାଲ ଟିମର ଚିକିତ୍ସା ଜାରି ରହିଥିବା ବେଳେ କେହି ପାଟି ଖୋଲୁ ନାହାନ୍ତିI କିନ୍ତୁ ସମସ୍ତେ ସୁସ୍ଥ ଥିବା ଡାକ୍ତର ନିହାର ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି I

ଆହୁରି ପଢ଼ନ୍ତୁ: Fire Balianta ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ:  ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ  ଘର

 ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି I ପ୍ରାୟ ସମସ୍ତ ୯୮ ପିଲା ଖାଇବା ବେଳେ କେତେକ ଅସୁସ୍ଥତା ଅନୁଭବ କରିଥିଲେ I

ଆହୁରି ପଢ଼ନ୍ତୁ: Kolkata Event Angers Fan: ୨୫ହଜାର ଦେଇ ଟିକେଟ୍ କିଣିଥିଲେ, ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ