Advertisment

ଅଖିମୁଠି ଅନୁକୂଳ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି, ବିଲରେ ହଳ କଲେ ମନ୍ତ୍ରୀ ବିଭୂତିଭୂଷଣ ଜେନା

Advertisment

ପବିତ୍ର ଅକ୍ଷୟ ତୃତୀୟା ଦିନ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାଠାରେ ଅଖିମୁଠି ଅନୁକୂଳ କରିଛନ୍ତି।

ପବିତ୍ର ଅକ୍ଷୟ ତୃତୀୟା ଦିନ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାଠାରେ ଅଖିମୁଠି ଅନୁକୂଳ କରିଛନ୍ତି।

governor

ବ୍ରହ୍ମପୁର: ପବିତ୍ର ଅକ୍ଷୟ ତୃତୀୟା ଦିନ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି। 

ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ। ସେ କହିଛନ୍ତି, ଅକ୍ଷୟ ତୃତୀୟା ଦିନକୁ ଚାଷୀ ଅପେକ୍ଷା କରିଥାନ୍ତି। ମୁଁ ବି ଜଣେ ଚାଷୀ। ବହୁଦିନ ପରେ ମୋତେ ହଳ କରିବାର ସୁଯୋଗ ମିଳିଛି।

ଲକ୍ଷ୍ମୀ ବସରେ କେତେ କ୍ଷତି ହୋଇଛି, ବିଜେଡି ହିସାବ ଦେଉ: ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା

ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ। ସେ କହିଛନ୍ତି, ଅକ୍ଷୟ ତୃତୀୟା ଦିନକୁ ଚାଷୀ ଅପେକ୍ଷା କରିଥାନ୍ତି। ମୁଁ ବି ଜଣେ ଚାଷୀ। ବହୁଦିନ ପରେ ମୋତେ ହଳ କରିବାର ସୁଯୋଗ ମିଳିଛି।

ସକାଳ ୧୦ ଘଟିକା ସମୟରେ ଗୋପାଳପୁର ସ୍ଥିତ ନୂତନ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗର ସମିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe