ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡଲାଇନ୍‌

ସ୍କୁଲ ଓ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଏହି ସ୍ବତନ୍ତ୍ର ଗାଇଡଲାଇନ୍‌ ଆସିବ ବୋଲି ସୂଚନା ରହିଛି। ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଏନେଇ ଆଲୋଚନ ସରିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
ୂଳା

ଭୁବନେଶ୍ବର: ସ୍କୁଲ ଓ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଏହି ସ୍ବତନ୍ତ୍ର ଗାଇଡଲାଇନ୍‌ ଆସିବ ବୋଲି ସୂଚନା ରହିଛି। ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଏନେଇ ଆଲୋଚନ ସରିଥିବା ଜଣାଯାଇଛି।

ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି। ମାର୍ଚ୍ଚ ଆରମ୍ଭରୁ ହିଁ ଅସହ୍ୟ ଗରମ ଅନୁଭୂତ  ହେଲାଣି।  ଏବେଠୁ  ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଦିନ ୯ଟାରୁ ମଧ୍ୟ ଟାଇଁଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା କଷ୍ଟକର ହେଇପଡୁଛି।  ତେଣୁ  ସ୍କୁଲ ଏବଂ କଲେଜ୍‌ ପିଲାଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe