Gun Seized Student ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ gun ଜବତ କରିଛି ପୁଲିସ। ବିଦ୍ୟାଳୟକୁ  ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ gun ଜବତ କରିଛି ପୁଲିସ। ବିଦ୍ୟାଳୟକୁ  ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ।

gun seized from student

gun seized from student Photograph: (Sambad.in)

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ପୁଲିସ। ବିଦ୍ୟାଳୟକୁ  ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ।

ସୁଧାର ଗୃହକୁ ସ୍ଥାନାନ୍ତର

ପୁଲିସ ବନ୍ଧୁକ ଜବତକରି ଫରେନସିକ୍ ଟେଷ୍ଟପାଇଁ ପଠାଇବା ସହିତ ଆରମ୍ଭ କରିଛି ତଦନ୍ତ। ବିଦ୍ୟାଳୟକୁ ବନ୍ଧୁକ ନେଇ ଯାଇଥିବା ଛାତ୍ରକୁ ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: Fire Balianta ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ:  ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ  ଘର

 ବିଦ୍ୟାଳୟରୁ ବନ୍ଧୁକ ଜବତ ହେବା ଘଟଣା ସ୍ଥାନୀୟ ଅଂଚଳର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପିଲାଟି ଏହି ବନ୍ଧୁକ କେଉଁଠାରୁ ପାଇଲା ତାକୁ ନେଇପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: Delhi AQI Nears Severe: ଦିଲ୍ଲୀରେ ସ୍ଥିତି ଗମ୍ଭୀର, ୧୮ଟି ସ୍ଥାନରେ ୪୦୦ପାର କଲା AQI

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe