ଘରୋଇ ହଷ୍ଟେଲରେ ଝୁଲିପଡ଼ିଲେ ଯୁକ୍ତି ତିନି ପ୍ରଥମ ବର୍ଷ ଛାତ୍ରୀ

ଭଦ୍ରକ କଲେଜ ରୋଡରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଯୁକ୍ତି ତିନି ପ୍ରଥମ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ତାଙ୍କର ଝୁଲନ୍ତା ମୃତଦେହ ବାଥ୍‌ରୁମ୍‌ରୁ ଉଦ୍ଧାର କରାଯାଇଛି।

New Project (11)

ଭଦ୍ରକ: ଭଦ୍ରକ କଲେଜ ରୋଡରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଯୁକ୍ତି ତିନି ପ୍ରଥମ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ତାଙ୍କର ଝୁଲନ୍ତା ମୃତଦେହ ବାଥ୍‌ରୁମ୍‌ରୁ ଉଦ୍ଧାର କରାଯାଇଛି। ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘରଲୋକଙ୍କୁ ଏନେଇଖବର ଦିଆଯାଇଛି। ପରିବାରଲୋକେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ।

ଭଦ୍ରକ କଲେଜ ରୋଡରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଯୁକ୍ତି ତିନି ପ୍ରଥମ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ତାଙ୍କର ଝୁଲନ୍ତା ମୃତଦେହ ବାଥ୍‌ରୁମ୍‌ରୁ ଉଦ୍ଧାର କରାଯାଇଛି। ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘରଲୋକଙ୍କୁ ଏନେଇଖବର ଦିଆଯାଇଛି। ପରିବାରଲୋକ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ। ତେବେ ଏଯାଏ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।  ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ତେବେ ଏଯାଏ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।  ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe