ନାବାଳିକା ନିଖୋଜ ଘଟଣା: ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଠାବ, ହତ୍ଯା ସନ୍ଦେହ

Advertisment

ଅଗଷ୍ଟ ୧ ତାରିଖରୁ ତଳସରା ଥାନା ଅନ୍ତର୍ଗତ ଏକ ଗାଁରୁ  ଜଣେ ୧୭ ବର୍ଷର ନାବାଳିକା ନିଖୋଜ ଥିଲେ। ମାମଲାରେ ୨ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଆଜି ସକାଳୁ ସନ୍ଧାନୀ କୁକୁର ଓ ପୁଲିସ ବଳ ପହଞ୍ଚି ଛତିଶଗଡ଼ ସୀମାନ୍ତ ଜାମବାହାଲ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି।  

ଅଗଷ୍ଟ ୧ ତାରିଖରୁ ତଳସରା ଥାନା ଅନ୍ତର୍ଗତ ଏକ ଗାଁରୁ  ଜଣେ ୧୭ ବର୍ଷର ନାବାଳିକା ନିଖୋଜ ଥିଲେ। ମାମଲାରେ ୨ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଆଜି ସକାଳୁ ସନ୍ଧାନୀ କୁକୁର ଓ ପୁଲିସ ବଳ ପହଞ୍ଚି ଛତିଶଗଡ଼ ସୀମାନ୍ତ ଜାମବାହାଲ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି।  

New Project (12)

ସୁନ୍ଦରଗଡ଼: ଅଗଷ୍ଟ ୧ ତାରିଖରୁ ତଳସରା ଥାନା ଅନ୍ତର୍ଗତ ଏକ ଗାଁରୁ  ଜଣେ ୧୭ ବର୍ଷର ନାବାଳିକା ନିଖୋଜ ଥିଲେ। ମାମଲାରେ ୨ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଆଜି ସକାଳୁ ସନ୍ଧାନୀ କୁକୁର ଓ ପୁଲିସ ବଳ ପହଞ୍ଚି ଛତିଶଗଡ଼ ସୀମାନ୍ତ ଜାମବାହାଲ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି।  ବେକରେ ଫାଶ ଓଲଟା ରହିଥିବା ଓ ପାଦ ଆଙ୍ଗୁଠିରେ ରକ୍ତଦାଗ ଥିବାରୁ ତାକୁ କେହି ହତ୍ଯା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ ହୋଇଛି । ସାଇଣ୍ଟିଫିକ ଟିମ୍ ଡକାଇ ମୃତଦେହକୁ ଉଦ୍ଧାର କରିବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।

ଗତକାଲି ନାବାଳିକାଙ୍କୁ ନିଜ ଗାଁର ଜଣେ ଯୁବକ ବାଇକରେ ବସାଇ ଜଙ୍ଗଲ ଆଡ଼କୁ ନେଇ ଯାଇଥିବା ଲୋକେ ଦେଖିଥିଲେ। କିନ୍ତୁ ପରେ ଯୁବକ ଫେରି ଆସିଥିବାବେଳେ ନାବାଳିକାଙ୍କ ଖୋଜଖବର ମିଳିଲା ନାହିଁ। ଏନେଇ ନାବାଳିକାଙ୍କ ବାପା ତଳସରା ଥାନାରେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ଦେଖାଇ ତନାଘନା ଚଲାଇଥିଲା।

ଗତକାଲି ନାବାଳିକାଙ୍କୁ ନିଜ ଗାଁର ଜଣେ ଯୁବକ ବାଇକରେ ବସାଇ ଜଙ୍ଗଲ ଆଡ଼କୁ ନେଇ ଯାଇଥିବା ଲୋକେ ଦେଖିଥିଲେ। କିନ୍ତୁ ପରେ ଯୁବକ ଫେରି ଆସିଥିବାବେଳେ ନାବାଳିକାଙ୍କ ଖୋଜଖବର ମିଳିଲା ନାହିଁ। ଏନେଇ ନାବାଳିକାଙ୍କ ବାପା ତଳସରା ଥାନାରେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ଦେଖାଇ ତନାଘନା ଚଲାଇଥିଲା। ଅନ୍ଯପଟେ ଗାଁର ଯୁବକ ଛତିଶଗଡ଼ର ଜଣେ ଯୁବକଙ୍କ ପାଖରେ ଝିଅକୁ ଛାଡ଼ିଥିବା ପ୍ରକାଶ କରିବା ପରେ ପରିବାର ଓ ଗାଁ ଲୋକେ ଛତିଶଗଡ଼ ଯାଇ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଥିଲେ। ପରେ ପୁଲିସ ଦୁଇ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ନାବାଳିକାଙ୍କୁ ଖୋଜାଖୋଜି କରୁଥିଲା।

ଅନ୍ଯପଟେ ଗାଁର ଯୁବକ ଛତିଶଗଡ଼ର ଜଣେ ଯୁବକଙ୍କ ପାଖରେ ଝିଅକୁ ଛାଡ଼ିଥିବା ପ୍ରକାଶ କରିବା ପରେ ପରିବାର ଓ ଗାଁ ଲୋକେ ଛତିଶଗଡ଼ ଯାଇ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଥିଲେ। ପରେ ପୁଲିସ ଦୁଇ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ନାବାଳିକାଙ୍କୁ ଖୋଜାଖୋଜି କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe