ରାଜଧାନୀରେ ଚାଞ୍ଚଲ୍ୟ: ପାର୍କ ନିକଟ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ

Advertisment

ରାଜଧାନୀର ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ  ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ ।

Updated On

ରାଜଧାନୀର ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ  ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ ।

ଅଦ୍ୟତନ ହୋଇଛି
Dead

ଭୁବନେଶ୍ଵର: ରାଜଧାନୀର ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ ।  ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ ।  ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

 ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe