ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ହଂସପାଳ ଫ୍ଲାଏ ଓଭର ବ୍ରିଜ ଉଦଘାଟିତ, ବିଳମ୍ବ ଲାଗି ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କଲେ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହେଲା ହଂସପାଳ ଫ୍ଲାଏ ଓଭର ବ୍ରିଜ।ଫ୍ଲାଏ ଓଭର ବ୍ରିଜରେ ଗଡ଼ିଲା ଗାଡ଼ି। ୫୦୦ ମିଟର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୫ ବର୍ଷ ଲାଗିଲା।

ପଦ୍ମରେ କନ୍ଦଳ ନେଇ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହେଲା ହଂସପାଳ ଫ୍ଲାଏ ଓଭର ବ୍ରିଜ।ଫ୍ଲାଏ ଓଭର ବ୍ରିଜରେ ଗଡ଼ିଲା ଗାଡ଼ି। ୫୦୦ ମିଟର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୫ ବର୍ଷ ଲାଗିଲା।  

ଉଦଘାଟନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫ୍ଲାଏ ଓଭର ନିର୍ମାଣରେ ବିଳମ୍ବ ପାଇଁ ପୂର୍ବର ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି। ସାଂସଦ କହିଛନ୍ତି, ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ରିଜ୍। ଏବେ ହଂସପାଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣକୁ ଆସିବ।

ଉଦଘାଟନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫ୍ଲାଏ ଓଭର ନିର୍ମାଣରେ ବିଳମ୍ବ ପାଇଁ ପୂର୍ବର ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି। ସାଂସଦ କହିଛନ୍ତି, ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ରିଜ୍। ଏବେ ହଂସପାଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣକୁ ଆସିବ  ଭୁବନେଶ୍ୱର-କଟକ ଟ୍ରାଫିକ ସମସ୍ୟା ଦୂର କରିବ ରିଙ୍ଗ ରୋଡ। ଖୁବ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ।
ରାମେଶ୍ୱରରୁ ଚୌଦ୍ବାର ଯାଏ ହେବ ୧୧୧ କିଲୋମିଟରର ରିଙ୍ଗରୋଡ ହେବ ଏବଂ  ଏଥିଲାଗି ସାଢେ ୬ ହଜାର କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe