Advertisment

କାଲିମେଳାରେ ଲଗାଣ ବର୍ଷା: ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ

Advertisment

ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ। ଗତ ଦୁଇ ଦିନ ଧରି କାଲିମେଳା ଅଂଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। କାଲିମେଳାରୁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।

ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ। ଗତ ଦୁଇ ଦିନ ଧରି କାଲିମେଳା ଅଂଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। କାଲିମେଳାରୁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।

kalimela

କାଲିମେଳା: ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ। ଗତ ଦୁଇ ଦିନ ଧରି କାଲିମେଳା ଅଂଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। କାଲିମେଳାରୁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।

 ଗତ ୨୪ ଘଣ୍ଟା ଭିତରେ କନ୍ୟାଶ୍ରମ ପୋଲ ଦୁଇ ଥର ବୁଡ଼ିଯିବା ଯୋଗୁଁ ଗମନାଗମନ ପ୍ରଭାବିତ ହେଇଛି। ତେବେ କିଛି ଅମାନିଆ  ବିପଦପୂର୍ଣ୍ଣ ଭାବରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସତ୍ତ୍ବେ ଯିବାଆସିବା କରୁଥିବାର ଦେଖିବାକୁ ମିଳିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe