Home Guard Exam Jharsuguda ଝାରସୁଗୁଡ଼ାରେ ଆଜି ହୋମଗାର୍ଡ ଭର୍ତ୍ତି ପାଇଁ ପରୀକ୍ଷା: ପଦବୀ ୧୦୨,  ଲିଖିତ ପରୀକ୍ଷା ଦେଉଛନ୍ତି ୪୦୪୦ ପ୍ରାର୍ଥୀ

Advertisment

ଝାରସୁଗୁଡ଼ା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି home guard ପଦବୀ ପାଇଁ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଓଏସଏପି ବାଟାଲିୟନ ପଡିଆରେ ପରୀକ୍ଷା ଅନୁଷ୍ଠିତ ହେଉଛି।

Untitled

home guard exam today at jharsuguda Photograph: (Sambad.in)

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦବୀ ପାଇଁ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରୁଥିବା ବେଳେ ଓଏସଏପି ବାଟାଲିୟନ ପଡିଆରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରୁ ୧୦୧୦ ଜଣ ପ୍ରତିଯୋଗୀ ଚୟନ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ ବୋଲି ଜଣାପଡିଛି।

ପୁଲିସ ଅଧିକାରୀଙ୍କୁ ବି ମୋବାଇଲ ବାରଣ

ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଆଖି ଆଗରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ମଧ୍ୟ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ଯେଭଳି ନହୁଏ, ସେଥିପାଇଁ ଡ୍ୟୁଟିରେ ଥିବା ପୁଲିସ ଅଧିକାରୀଙ୍କୁ ବି ମୋବାଇଲ ନେବା ଲାଗି ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe