ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ

କୁଚିଣ୍ଡା ଉପଖଣ୍ଡ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ୩୧ବର୍ଷୀୟ ଯୁବତୀକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଗୁଣନିଧି କିସାନ‌କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି।

death

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ୩୧ବର୍ଷୀୟ ଯୁବତୀକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଗୁଣନିଧି କିସାନ‌କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ପୁଅ ଗୁଣନିଧି କିସାନ (୩୩) ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ମାତ୍ର ଆଜି ରାଧାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ଏସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତ ରାଧାଙ୍କ ଶବକୁ ଜବତ କରିବା ସହ ସଂଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୁଲିସ ଅଟକ ରଖି  ତଦନ୍ତ କରୁଛି। 

କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ପୁଅ ଗୁଣନିଧି କିସାନ (୩୩) ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ମାତ୍ର ଆଜି ରାଧାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ଏସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତ ରାଧାଙ୍କ ଶବକୁ ଜବତ କରିବା ସହ ସଂଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୁଲିସ ଅଟକ ରଖି  ତଦନ୍ତ କରୁଛି। 

କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ ହୋଇଥିବା ଜଣାଯାଇଛି। ପୁଲିସର ସାଇଣ୍ଟିଫିକ ଟିମ ତଦନ୍ତ କରିଥିବା ବେଳେ ପୁଲିସର ପ୍ରାଥମିକ ତଦନ୍ତରେ ଗୁଣନିଧି ତାଙ୍କ ସ୍ତ୍ରୀକୁ ବାଉଁଶ  ବାଡ଼ିରେ ପିଟି ଓ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଉଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି । ଏସଂକ୍ରାନ୍ତରେ ମୃତା ରାଧାଙ୍କ ଭାଇ ମଙ୍ଗଳୁ କିସାନ ମହୁଲପାଲି ଥାନାରେ ବିଧିବଧ ଲିଖିତ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe