Advertisment

ମଦ ନ ଦେବାରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ

Advertisment

ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ କୋଦାଳରେ ପିଟିପିଟି ହତ୍ୟା କଲା ସ୍ୱାମୀ l ମୃତ ମହିଳା ଜଣଙ୍କ ହେଲେ ୩୮ ବର୍ଷୀୟା ପ୍ରଭାତୀ କୁଞ୍ଜ ବୋଲି ସୂଚନା ମିଳିଛି। ପୁଲିସ ହତ୍ୟାକାରୀ ସ୍ୱାମୀ ଭୀମା କୁଞ୍ଜକୁ ଅଟକ ରଖି ତଦନ୍ତ ଜାରି ରଖିଛି |

ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ କୋଦାଳରେ ପିଟିପିଟି ହତ୍ୟା କଲା ସ୍ୱାମୀ l ମୃତ ମହିଳା ଜଣଙ୍କ ହେଲେ ୩୮ ବର୍ଷୀୟା ପ୍ରଭାତୀ କୁଞ୍ଜ ବୋଲି ସୂଚନା ମିଳିଛି। ପୁଲିସ ହତ୍ୟାକାରୀ ସ୍ୱାମୀ ଭୀମା କୁଞ୍ଜକୁ ଅଟକ ରଖି ତଦନ୍ତ ଜାରି ରଖିଛି |

Untitled

କାଲିମେଳା: ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ କୋଦାଳରେ ପିଟିପିଟି ହତ୍ୟା କଲା ସ୍ୱାମୀ l ଏତିକିରେ ସ୍ୱାମୀର ରାଗ ଶାନ୍ତ ହୋଇନ ଥିଲା | ନିଜ ପତ୍ନୀର ଗୁପ୍ତାଙ୍ଗରେ ବାଡ଼ି ପୁରେଇବାକୁ ପଛାଇ ନ ଥିଲା ମଦ୍ୟପ ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି ୭୯ ଥାନା ଅନ୍ତର୍ଗତ ଗିନି ପାଲୀ ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ୩୮ ବର୍ଷୀୟା ପ୍ରଭାତୀ କୁଞ୍ଜ ବୋଲି ସୂଚନା ମିଳିଛି। ପୁଲିସ ହତ୍ୟାକାରୀ ସ୍ୱାମୀ ଭୀମା କୁଞ୍ଜକୁ ଅଟକ ରଖି ତଦନ୍ତ ଜାରି ରଖିଛି |

ଗତକାଲି ଅପରାହ୍ନ ପାଞ୍ଚଟା ସମୟରେ, ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଭୀମା ନିଶାଗ୍ରସ୍ତ ହୋଇ ପତ୍ନୀଙ୍କୁ ସବୁ ଦିନ ମାରପିଟି କରୁଥିଲା। ଏପରିକି ଚାଷବାସ କଥା କିଛି ବୁଝୁ ନ ଥିଲା। ତେବେ ଗତକାଲି ପ୍ରଭାତୀ ନିଜ ଜମି ଚାଷ କରିବା ପାଇଁ କିଛି ଶ୍ରମିକଙ୍କୁ ଡାକିଥିଲା। ପରମ୍ପରା ଅନୁସାରେ ପ୍ରଭାତୀ ଘରେ ମଦ ରାନ୍ଧି ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ ମଧ୍ୟ ସ୍ୱାମୀକୁ ଦେବାକୁ ମନା କରିଥିଲେ|  ଗତକାଲି ପ୍ରଭାତୀ ତଳି ଉଠାଇବାକୁ ଜମିରେ ଥିବା ବେଳେ ଭୀମା ସେଠାରେ ଯାଇ ପହଞ୍ଚି ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲା। ଏପରିକି ସ୍ତ୍ରୀର ଗୁପ୍ତାଙ୍ଗରେରେ ମଧ୍ୟ ବାଡ଼ି ଭର୍ତ୍ତି କରିବାକୁ ପଛାଇ ନ ଥିଲା, ଭୀମାର ଏପରି ନୃଶଂସ କାଣ୍ଡ ଦେଖି ଗ୍ରାମବାସୀ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏମଭି ୭୯ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି |

ଘଟଣାଟି ଘଟିଛି ଗତକାଲି ଅପରାହ୍ନ ପାଞ୍ଚଟା ସମୟରେ, ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଭୀମା ନିଶାଗ୍ରସ୍ତ ହୋଇ ପତ୍ନୀଙ୍କୁ ସବୁ ଦିନ ମାରପିଟି କରୁଥିଲା। ଏପରିକି ଚାଷବାସ କଥା କିଛି ବୁଝୁ ନ ଥିଲା। ତେବେ ଗତକାଲି ପ୍ରଭାତୀ ନିଜ ଜମି ଚାଷ କରିବା ପାଇଁ କିଛି ଶ୍ରମିକଙ୍କୁ ଡାକିଥିଲା। ପରମ୍ପରା ଅନୁସାରେ ପ୍ରଭାତୀ ଘରେ ମଦ ରାନ୍ଧି ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ ମଧ୍ୟ ସ୍ୱାମୀକୁ ଦେବାକୁ ମନା କରିଥିଲେ|  ଗତକାଲି ପ୍ରଭାତୀ ତଳି ଉଠାଇବାକୁ ଜମିରେ ଥିବା ବେଳେ ଭୀମା ସେଠାରେ ଯାଇ ପହଞ୍ଚି ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲା। ଏପରିକି ସ୍ତ୍ରୀର ଗୁପ୍ତାଙ୍ଗରେରେ ମଧ୍ୟ ବାଡ଼ି ଭର୍ତ୍ତି କରିବାକୁ ପଛାଇ ନ ଥିଲା, ଭୀମାର ଏପରି ନୃଶଂସ କାଣ୍ଡ ଦେଖି ଗ୍ରାମବାସୀ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏମଭି ୭୯ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe