ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ନୃଶଂସ ସ୍ବାମୀ ଇଟାରେ ଛେଚି ହତ୍ୟା କରିଥିବା ଜଣାଯାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି।  ଅଭିଯୁକ୍ତ ହେଲେ ମଙ୍ଗଳ ଓରାମ ଓ ମୃତା ତାର ସ୍ତ୍ରୀ ଏମେନ ଓରାମ।

cvb

ସୁନ୍ଦରଗଡ଼: ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ନୃଶଂସ ସ୍ବାମୀ ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି।  ଅଭିଯୁକ୍ତ ହେଲେ ମଙ୍ଗଳ ଓରାମ ଓ ମୃତା ତାର ସ୍ତ୍ରୀ ଏମେନ ଓରାମ। ସୁନ୍ଦରଗଡ଼ ଟାଉନ ଥାନା ଭବାନୀପୁର ରଜାମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ନୃଶଂସ ସ୍ବାମୀ ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି।  ଅଭିଯୁକ୍ତ ହେଲେ ମଙ୍ଗଳ ଓରାମ ଓ ମୃତା ତାର ସ୍ତ୍ରୀ ଏମେନ ଓରାମ। ପର ପୁରୁଷ ସହ ସ୍ତ୍ରୀର ସମ୍ପର୍କ ରହିଥିବା ସନ୍ଦେହ କରି ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ସ୍ବାମୀ ଅଭିଯୁକ୍ତ ମଙ୍ଗଳ ଓରାମକୁ ଗିରଫ କରିବା ପରେ ଟାଉନ ଥାନା ପୁଲିସର ତଦନ୍ତ ଜାରି ରହିଛି। ଘର ନିକଟ ଏକ ଇଟା ଭାଟି ନିକଟରେ ମଙ୍ଗଳ ଓରାମ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
 

ପର ପୁରୁଷ ସହ ସ୍ତ୍ରୀର ସମ୍ପର୍କ ରହିଥିବା ସନ୍ଦେହ କରି ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ସ୍ବାମୀ ଅଭିଯୁକ୍ତ ମଙ୍ଗଳ ଓରାମକୁ ଗିରଫ କରିବା ପରେ ଟାଉନ ଥାନା ପୁଲିସର ତଦନ୍ତ ଜାରି ରହିଛି। ଘର ନିକଟ ଏକ ଇଟା ଭାଟି ନିକଟରେ ମଙ୍ଗଳ ଓରାମ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe