ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

Advertisment

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ସ୍ୱାମୀ |

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ସ୍ୱାମୀ |

କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତିର ଶିକାର ହେଲେ ଦୁଷ୍କର୍ମ ପୀଡ଼ିତା: ଜରିମାନା ପାଇଁ ନବଜାତକକୁ ବିକିଦେଲା ଅଭିଯୁକ୍ତ!

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ୧୧ଟା ଭିତରେ ଘଟିଛି ଏହି ହତ୍ୟାକାଣ୍ଡ | ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି | କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ | 

ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ୧୧ଟା ଭିତରେ ଘଟିଛି ଏହି ହତ୍ୟାକାଣ୍ଡ | ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି | ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା |

ସୂଚନା ଯୋଗ୍ୟ ଯେ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା | କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଲା ପରେ ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe