ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ। ପାଣ୍ଡିଆକେରା ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ। ଗାଁ ମଝିରେ ଠେଙ୍ଗାବାଡ଼ିରେ ପିଟାପିଟିର ଭିଡ଼ିଓ ସାମ୍ନାକୁ ଆସିଛି। ୫ ଜଣ ଆହତ ହୋଇଛନ୍ତି।

ଚଳନ୍ତା ଅଟୋରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ : ଛେଚା ଖାଇଲେ ଅଟୋ ଚାଳକ

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ। ପାଣ୍ଡିଆକେରା ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ। ଗାଁ ମଝିରେ ଠେଙ୍ଗାବାଡ଼ିରେ ପିଟାପିଟିର ଭିଡ଼ିଓ ସାମ୍ନାକୁ ଆସିଛି। ନୂତନ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ସରପଞ୍ଚଙ୍କ ସହ ଗାଁର କିଛି ଲୋକଙ୍କ ଭିତରେ ବଚସା ହୋଇଥିଲା, ଯାହାକୁ ନେଇ ଉତ୍ତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଥିଲା । 

ଉଭୟଙ୍କ ଭିତରେ ଗଣ୍ଡଗୋଳ ଯୋଗୁଁ ଦୁଇ ଗୋଷ୍ଠୀ ଭିତରୁ ୫ ଜଣ ଆହତ ହୋଇଛନ୍ତି। ଭୁବନେଶ୍ବରର ଏକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସରପଞ୍ଚଙ୍କ ସ୍ବାମୀ । ଶିମିଳିପାଟଣା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe