୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲି ପଡ଼ିଲେ ଦମ୍ପତି, ଜଙ୍ଗଲରୁ ମିଳିଲା ମୃତଦେହ

Advertisment

କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକେଲ ପଟାସ ଜଙ୍ଗଲରୁ ଆଜି ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା ଓ ସ୍ତ୍ରୀ ଗୌରୀ ମୁଣ୍ଡା।

କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକେଲ ପଟାସ ଜଙ୍ଗଲରୁ ଆଜି ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା ଓ ସ୍ତ୍ରୀ ଗୌରୀ ମୁଣ୍ଡା।

Keonjhar Death

ପଦ୍ମପୁର: କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକେଲ ପଟାସ ଜଙ୍ଗଲରୁ ଆଜି ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୧୭) ଓ ସ୍ତ୍ରୀ ଗୌରୀ ମୁଣ୍ଡା। ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଏକ ଗଛରେ ଦୁହେଁ ପାଞ୍ଚ ମାସର ଶିଶୁକନ୍ୟାକୁ ଛାଡ଼ି ଏକ ଶାଢୀ ଲଗାଇ ଝୁଲି ପଡ଼ିଥିଲେ। 

ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକେଲ ପଟାସ ଜଙ୍ଗଲରୁ ଆଜି ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୧୭) ଓ ସ୍ତ୍ରୀ ଗୌରୀ ମୁଣ୍ଡା। ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଏକ ଗଛରେ ଦୁହେଁ ପାଞ୍ଚ ମାସର ଶିଶୁକନ୍ୟାକୁ ଛାଡ଼ି ଏକ ଶାଢୀ ଲଗାଇ ଝୁଲି ପଡ଼ିଥିଲେ। 

ଆଜି ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe