ବାଣ ଭିଡ଼ିବା ବେଳେ ବିସ୍ପୋରଣ: ବେପାରୀ ଓ ତାଙ୍କ ସ୍ତ୍ରୀ ଗୁରୁତର

Advertisment

ଦେଉଳି ବଡ଼ସାହିର ଅଶୋକ କୁମାର ମଲ୍ଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା` ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିଲେ ବି ଏଥିରୁ ଓହରି ନଥିଲେ।

Updated On

ଦେଉଳି ବଡ଼ସାହିର ଅଶୋକ କୁମାର ମଲ୍ଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା` ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିଲେ ବି ଏଥିରୁ ଓହରି ନଥିଲେ।

ଅଦ୍ୟତନ ହୋଇଛି
ୂର

ବେଗୁନିଆ: ପ୍ରଚଣ୍ଡ ଶବ୍ଦରେ ଥରିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବଡ଼ସାହି। ଗ୍ରାମରେ ବାଣ ଭିଡ଼ିବା ବେଳେ ଘଟିଲା ବିସ୍ପୋରଣ। ବିସ୍ପୋରଣ ଏତେ ପ୍ରଚଣ୍ଡ ଯେ ସମ୍ପୂର୍ଣ୍ଣ ଦୁଇ ବଖରା ଘରର ଆଜବେଷ୍ଟସ ଉଡ଼ିଯାଇଥିବା ବେଳେ ଦମ୍ପତି ଗୁରୁତର ହୋଇଛନ୍ତି।

ଆଜି ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଏହି ବେଆଇନ ବାଣ କାରବାରରେ ଜଡ଼ିତ ଥିବା କୁହାଯାଇଛି।

 ସୂଚନା ଅନୁଯାୟୀ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଏହି ବେଆଇନ ବାଣ କାରବାରରେ ଜଡ଼ିତ ଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe