ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪ କୋଟି ଟଙ୍କା ଦେଇସାରିଲେଣି ରାଜ୍ୟ ସରକାର

Advertisment

ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା ରାଜ୍ୟ ସରକାର ଦେଇସାରିଲେଣି। ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Updated On

ଅଦ୍ୟତନ ହୋଇଛି
ଭଗ

ଭୁବନେଶ୍ବର: ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା ରାଜ୍ୟ ସରକାର ଦେଇସାରିଲେଣି। ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣି ଧାନର ମୂଲ୍ୟ। ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି  ଓଡ଼ିଶା ସରକାର।

ଯୋଗାଣ ଅଧିକାରୀମାନଙ୍କୁ ମନ୍ତ୍ରୀ  ଚେତାବନୀ ଦେବା ସହ କହିଛନ୍ତି, ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ଜିଲ୍ଲା ପାରାଦୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ତେବେ ମଣ୍ଡିରେ ପେଡି ଆନାଲାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି,  ଏବେ ଆନାଲାଇଜର ମେସିନ କମ ଅଛି। ଆମେ ଆଗକୁ ଅଧିକ ମେସିନ ଆଣିବୁ, ଅଧିକରୁ ଅଧିକ ଧାନ କିଣାହେବ। ତେଣେ ଆଳୁର ଦରବୃଦ୍ଧିକୁ ନେଇ ଏଥିଲାଗି ପୂର୍ବର ବିଜେଡି ସରକାରକୁ ଦାୟୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe