ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ପ୍ଲାଣ୍ଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ନାମକ ଏକ ମଦ ପ୍ଲାଣ୍ଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି l ମଦ ପ୍ଲାଣ୍ଟର ମାଲିକ ବିକ୍ରମ ସାହୁ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି l

ଅଦ୍ୟତନ ହୋଇଛି
bnj

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ନାମକ ଏକ ମଦ ପ୍ଲାଣ୍ଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି l ମଦ ପ୍ଲାଣ୍ଟର ମାଲିକ ବିକ୍ରମ ସାହୁ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି l

ଆଜି ସକାଳୁ ଆୟକର ବିଭାଗର ଏକ ଟିମ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଜାରି ରଖିଛି l ତେବେ ଗଣମାଧ୍ୟମକୁ ପ୍ଲାଣ୍ଟ ମଧ୍ୟରେ ପ୍ରବେଶ ଅନୁମତି ନଥିବା ଯୋଗୁଁ  ଏ ବିଷୟରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ଆୟକର ବିଭାଗ ଠାରୁ କୌଣସି ସୂଚନା ମିଳିପାରିନାହିଁ l ତେବେ ଗତ ୨୦୨୩ ମସିହା ଡିସେମ୍ବର ମାସରେ ଏଠାରେ ଆୟକର ବିଭାଗ ଚଢ଼ାଉ କରିଥିବା ବେଳେ ଆଜି ଆଉଥରେ ଚଢ଼ାଉ ଜାରି ରଖିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe