ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ସମୁଦି ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ

Advertisment

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ସମୁଦି ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାରଙ୍କ ଘରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିବା ଜଣାଯାଇଛି।

Updated On

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ସମୁଦି ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାରଙ୍କ ଘରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
bhi

ପାରଳାଖେମୁଣ୍ଡି: ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି। ଏହି ଚଢ଼ାଉ ୨୫ଟି ସ୍ଥାନରେ ଜାରି ରହିଥିବା ବେଳେ ପାରଳାଖେମୁଣ୍ଡି ଶୁଣ୍ଢି ସାହି ସ୍ଥିତ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାରଙ୍କ ଘରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ ମଦ, ବସ୍, ଗୃହ ନିର୍ମାଣ ସାମଗ୍ରୀ ଆଦି ବ୍ୟବସାୟ କରୁଥିବା ବେଳେ ପ୍ରାୟ ୭୦ଏକର ଜମି ଏହି ଦୁଇ ଭାଇଙ୍କ ନାଁରେ ରହିଥିବା ସୂଚନା ରହିଛି।

ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି। ଏହି ଚଢ଼ାଉ ୨୫ଟି ସ୍ଥାନରେ ଜାରି ରହିଥିବା ବେଳେ ପାରଳାଖେମୁଣ୍ଡି ଶୁଣ୍ଢି ସାହି ସ୍ଥିତ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାରଙ୍କ ଘରେ ଚଢ଼ଉ ଜାରି ରହିଛି। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ ମଦ, ବସ୍, ଗୃହ ନିର୍ମାଣ ସାମଗ୍ରୀ ଆଦି ବ୍ୟବସାୟ କରୁଥିବା ବେଳେ ପ୍ରାୟ ୭୦ଏକର ଜମି ଏହି ଦୁଇ ଭାଇଙ୍କ ନାଁରେ ରହିଥିବା ସୂଚନା ରହିଛି।

ଏହାଛଡ଼ା ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଢେଙ୍କାନାଳ, ତାଳଚେର, କାମାକ୍ଷାନଗର, ଭୁବନେଶ୍ବର ଓ ପୁରୀରେ ଥିବା ସଂସ୍ଥାରେ ଚଢ଼ାଉ ଜାରି ରହିଛି।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe