ଆୟକର ଫାଙ୍କି ଅଭିଯୋଗ: ଅନୁଗୁଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଚଢ଼ଉ

ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି।

ୂର

ଭୁବନେଶ୍ବର: ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି। ତାଙ୍କର ମଦଭାଟି ଓ ପେଟ୍ରୋଲ ଟାଙ୍କିରେ ବି ସକାଳୁ ଚଢ଼ଉ ଚାଲିଛି।

ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବାର ସୂଚନା ରହିଛି। ତାଙ୍କର ମଦଭାଟି ଓ ପେଟ୍ରୋଲ ଟାଙ୍କିରେ ବି ସକାଳୁ ଚଢ଼ଉ ଚାଲିଛି। ଏବେ ବିକ୍ରମ ସାହୁଙ୍କ ଶକ୍ତି ଇଣ୍ଟରନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ। ପାରଳାଖେମୁଣ୍ଡିରେ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ହେଉଥିବାର ସୂଚନା ରହିଛି। ଏହାଛଡ଼ା ଢେଙ୍କାନାଳ, ତାଳଚେର, କାମାକ୍ଷାନଗର, ଭୁବନେଶ୍ବର ଓ ପୁରୀରେ ବି ଏହି ଚଢ଼ଉ କରାଯାଉଛି। ‌ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଏବେ ବିକ୍ରମ ସାହୁଙ୍କ ଶକ୍ତି ଇଣ୍ଟରନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ। ପାରଳାଖେମୁଣ୍ଡିରେ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ହେଉଥିବାର ସୂଚନା ରହିଛି। ଏହାଛଡ଼ା ଢେଙ୍କାନାଳ, ତାଳଚେର, କାମାକ୍ଷାନଗର, ଭୁବନେଶ୍ବର ଓ ପୁରୀରେ ବି ଏହି ଚଢ଼ଉ କରାଯାଉଛି। ‌ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏଣେ ଚଢ଼ଉ ସଂପର୍କରେ ମଦ ବ୍ୟବସାୟୀ ବିକ୍ରମ ସାହୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe