ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ଚଢ଼ଉ

Advertisment

ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଜି ସକାଳୁ  ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଳିଛି। ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଥିବାର ସୂଚନା ରହିଛି।

ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଜି ସକାଳୁ  ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଳିଛି। ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଥିବାର ସୂଚନା ରହିଛି।

fcg

ସମ୍ବଲପୁର: ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଜି ସକାଳୁ  ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଳିଛି। ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଥିବାର ସୂଚନା ରହିଛି। ଉଭୟ ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଉଛି। ଏକାସାଙ୍ଗେ ୧୦ଟି ଗାଡ଼ିରେ ୨୦ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ଥିବା ଜଣାଯାଇଛି।

ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଥିବାର ସୂଚନା ରହିଛି। ଉଭୟ ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଉଛି। ଏକାସାଙ୍ଗେ ୧୦ଟି ଗାଡ଼ିରେ ୨୦ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ଥିବା ଜଣାଯାଇଛି। ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରୁ ମର୍ସିଡିଜ, ରେଞ୍ଜରୋଭର, କିଆଠୁ ଆରମ୍ଭ କରି ବିଭିନ୍ନ ଦାମୀ କାର ଜବତ ହୋଇଥିବା କୁହାଯାଉଛି। 

ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରୁ ମର୍ସିଡିଜ, ରେଞ୍ଜରୋଭର, କିଆଠୁ ଆରମ୍ଭ କରି ବିଭିନ୍ନ ଦାମୀ କାର ଜବତ ହୋଇଥିବା କୁହାଯାଉଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe