ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ବାଘୁଣୀ 'ଜମୁନା'

Advertisment

ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ବାଘୁଣୀ 'ଜମୁନା'  ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି।

ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ବାଘୁଣୀ 'ଜମୁନା'  ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି।

3cd5310a-4373-45da-9984-5149816e0f91

ବାରିପଦା: ଶିମିଳିପାଳରେ ଥିବା ବାଘୁଣୀ 'ଜମୁନା'  ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା 'ଜମୁନା'।

ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା 'ଜମୁନା'।  

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ ବୋଲି ନିକଟରେ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଲୋକଙ୍କ ସହମତିରେ ଏହା କରାଯିବ।
ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ବାଘୁଣୀମାନଙ୍କୁ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe