ପାଣିପାଗ: ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ

Advertisment

ଓଡ଼ିଶା ଆକାଶରୁ ଅଗ୍ନିବର୍ଷା। ସାରା ଓଡ଼ିଶାବାସୀ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରବଳ ଖରା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥି ସହିତ ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି।

ଓଡ଼ିଶା ଆକାଶରୁ ଅଗ୍ନିବର୍ଷା। ସାରା ଓଡ଼ିଶାବାସୀ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରବଳ ଖରା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥି ସହିତ ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି।

ଭୁବନେଶ୍ବର: ଓଡ଼ିଶା ଆକାଶରୁ ଅଗ୍ନିବର୍ଷା। ସାରା ଓଡ଼ିଶାବାସୀ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରବଳ ଖରା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥି ସହିତ ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପାମାତ୍ରା ୪୫.୪ ଡିଗ୍ରି ରେକର୍ଡ କରାଯାଇଛି। 

ପ୍ରାୟ ଏକ ମାସ ପରେ ରାଜ୍ୟରେ ପୁଣି ଥରେ ପାରଦ ବଢ଼ିଛି। ଦୁଇ ଦିନ ହେଲା ତାପମତ୍ରା ରାଜ୍ୟବାସୀଙ୍କୁ ଅଧିକ କଷ୍ଟ ଦେଇଛି। 

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ସେହପରି ହୀରାକୁଦରେ ୪୨.୪, ରାଉରକେଲାରେ ୪୨, କେନ୍ଦୁଝରରେ ୩୮.୩, ଚାନ୍ଦବାଲିରେ ୩୮.୨, ବାଲେଶ୍ୱରରେ ୩୭ ଓ  ଭୁବନେଶ୍ୱରରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। 

Weather | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe