ବିଜେଡି ହାତରୁ ଖସିଗଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ପଦ, ପଦ ହରାଇଲେ କଳ୍ପନା ରାଉତ

ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଅନାସ୍ଥା ସପକ୍ଷରେ ୪୯ଟି ଭୋଟ ପଡ଼ିଥିଲା। ଏଣେ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ। 

mk

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଶକ୍ତ ଝଟକା। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ମହାକାଳପଡ଼ାରେ ବିଜେଡି ନିଜର ଗଡ଼ ରକ୍ଷା କରିବାରେ ଅସଫଳ ହୋଇଛି। ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଧ୍ୟକ୍ଷ ପଦ।

ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଅନାସ୍ଥା ସପକ୍ଷରେ ୪୯ଟି ଭୋଟ ପଡ଼ିଥିଲା। ଏଣେ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ। 

ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଅନାସ୍ଥା ସପକ୍ଷରେ ୪୯ଟି ଭୋଟ ପଡ଼ିଥିଲା। ଏଣେ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe