ମାଓ ସଙ୍ଗଠନକୁ ଶକ୍ତ ଧକ୍କା, କେନ୍ଦ୍ରୀୟ କମିଟି ସଦସ୍ୟା ସୁଜାତାଙ୍କ ଆତ୍ମସମର୍ପଣ

Advertisment

ମାଓ ସଙ୍ଗଠନକୁ ଶକ୍ତ ଧକ୍କା। ଟପ୍ ମାଓ ନେତା କିଶନଜୀଙ୍କ ପତ୍ନୀ ସୁଜାତା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମାଓ ସଙ୍ଗଠନକୁ ଶକ୍ତ ଧକ୍କା। ଟପ୍ ମାଓ ନେତା କିଶନଜୀଙ୍କ ପତ୍ନୀ ସୁଜାତା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

naxal

ଭୁବନେଶ୍ବର: ମାଓ ସଙ୍ଗଠନକୁ ଶକ୍ତ ଧକ୍କା। ଟପ୍ ମାଓ ନେତା କିଶନଜୀଙ୍କ ପତ୍ନୀ ସୁଜାତା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟା ଥିଲେ ସେ। ମାଓବାଦୀଙ୍କ ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ସଦସ୍ଯା ମଧ୍ୟ। ସୁଜାତାଙ୍କ ନାଁ ରେ ଏକ କୋଟି ଟଙ୍କାର ପୁରସ୍କାର ଥିଲା। ବସ୍ତର ସମେତ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ। 

ଟପ୍ ମାଓ ନେତା କିଶନଜୀଙ୍କ ପତ୍ନୀ ସୁଜାତା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ଯା ଥିଲେ ସେ। ମାଓବାଦୀଙ୍କ ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ସଦସ୍ଯା ମଧ୍ୟ। ସୁଜାତାଙ୍କ ନାଁ ରେ ଏକ କୋଟି ଟଙ୍କାର ପୁରସ୍କାର ଥିଲା। ବସ୍ତର ସମେତ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ। ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ।

ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe