ପୁଣି ନୂଆପଡ଼ାରେ ମାତିଲା କଲରାପତରିଆ ବାଘ, ବଳଦକୁ ମାରି ଖାଇଲା

ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ କେରମେଲି ପଞ୍ଚାୟତ ପେଠିଆପାଲି ଗାଁରେ ଗତକାଲି ରାତିରେ ଗୁହାଳରେ ପଶି କଲରାପତରିଆ ବାଘ ପଶି ଏକ ବଳଦକୁ ଖାଇଦେଇଥିବା ଜଣାଯାଇଛି। ଆଜି ସକାଳେ ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

nji

ନୂଆପଡ଼ା: ପୁଣି ନୂଆପଡ଼ାରେ ମାତିଲା ବାଘ। ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ କେରମେଲି ପଞ୍ଚାୟତ ପେଠିଆପାଲି ଗାଁରେ ଗତକାଲି ରାତିରେ ଗୁହାଳରେ ପଶି କଲରାପତରିଆ ବାଘ ପଶି ଏକ ବଳଦକୁ ଖାଇଦେଇଥିବା ଜଣାଯାଇଛି। ଆଜି ସକାଳେ ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ କେରମେଲି ପଞ୍ଚାୟତ ପେଠିଆପାଲି ଗାଁରେ ଗତକାଲି ରାତିରେ ଗୁହାଳରେ ପଶି କଲରାପତରିଆ ବାଘ ପଶି ଏକ ବଳଦକୁ ଖାଇଦେଇଥିବା ଜଣାଯାଇଛି। ଆଜି ସକାଳେ ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଗତ ଜାନୁଆରି ମାସରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ବୋଡେ଼ନ ବ୍ଲକର ବାଗବହାଲ ଭୋଇପଡ଼ା ଗ୍ରାମର ଏକ କଲରାପତରିଆ ବାଘ ମେଣ୍ଢାମାନଙ୍କୁ ମାରିଥିଲା। ଭୋଜରାମ ହାତୀଙ୍କ ମେଣ୍ଢା ଗୁହାଳକୁ ଶୁକ୍ରବାର ରାତ୍ରିରେ କଲରାପତରିଆ ବାଘ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରିଥିଲା। ଏହାଫଳରେ ଦଶଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ଦଶଟି ମେଣ୍ଢା ଗୁରୁତର ଥିବା ଜଣାପଡ଼ିଥିଲା। କଲରାପତରିଆ ବାଘ ମେଣ୍ଢାଗୁଡ଼ିକୁ ଖାଇ ଏଣେ ତେଣେ ଫିଙ୍ଗିଦେଇ ଥିବା ଦେଖା ଦେଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe