ଗହଣା ଦୋକାନରୁ ୫ ଲକ୍ଷ ନଗଦ ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍

Advertisment

ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

xc

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ବଜାରରେ ଏକ ଗହଣା ଦୋକାନ ଭିତରେ ପଶି ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ।

ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲାର୍ସ ଦୋକାନରୁ ଲୁଟ ହୋଇଛି। ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲାର୍ସ ଦୋକାନରୁ ଲୁଟ ହୋଇଛି। ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ଏବଂ ୩୦୦ ଗ୍ରାମରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ କମର୍ଦ୍ଦା ପୁଲିସର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe