ଓଢ଼ଣି ଲଗାଇ ଝୁଲି ପଡ଼ିଲେ ପ୍ରେମୀଯୁଗଳ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ଶିଉନାଗୁଡା ଗ୍ରାମରେ ବେକରେ ଓଢ଼ଣି ଲଗାଇ ଦେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଶନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ଓ ଲକ୍ଷି ଗୌଡ଼ଙ୍କ ପୁଅ ଭଗବାନ ଗୌଡ଼(୧୯)।

ପରସ୍ପରକୁ କରେଣ୍ଟ ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ଶିଉନାଗୁଡା ଗ୍ରାମରେ ବେକରେ ଓଢ଼ଣି ଲଗାଇ ଦେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଶିଉନାଗୁଡା ଗ୍ରାମର ଲକ୍ଷି ଗୌଡ଼ଙ୍କ ପୁଅ ଭଗବାନ ଗୌଡ଼(୧୯) ଗତକାଲି ରାତ୍ରି ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଳିଆଗୁଡା ଗ୍ରାମର ସନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତ୍ର ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ।ତେବେ ମା ଶନିବାରି ଶୋଇ ପଡିବା ପରେ ରାତ୍ର ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତ୍ର ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶେଷରେ ଆଜି ସକାଳୁ ଦୁହେଁ ଶିଉନାଗୁଡା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ।

ସୂଚନାନୁସାରେ ଶିଉନାଗୁଡା ଗ୍ରାମର ଲକ୍ଷି ଗୌଡ଼ଙ୍କ ପୁଅ ଭଗବାନ ଗୌଡ଼(୧୯) ଗତକାଲି ରାତ୍ରି ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଳିଆଗୁଡା ଗ୍ରାମର ଶନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତ୍ର ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ।ତେବେ ମା ଶନିବାରି ଶୋଇ ପଡିବା ପରେ ରାତ୍ର ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତ୍ର ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶେଷରେ ଆଜି ସକାଳୁ ଦୁହେଁ ଶିଉନାଗୁଡା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ।

ପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୁଲିସକୁ ଖବର ଦେଇଥିଲେ। ଝରିଗାଁ ପୁଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe