ପ୍ରେମକୁ ମିଳିଲାନି ସାମାଜିକ ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

Advertisment

ଗୋଟିଏ ଗାମୁଛାରେ ପ୍ରେମୀଯୁଗଳ ଗଛରେ ଫାଶ ଲଗାଇ ଝୁଲି ପଡ଼ିଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ। ମୃତକ ହେଲେ ନିତେଶ ମୁଣ୍ଡ ଓ ନାବାଳିକା ଗୋମତୀ ସରାବୁ।

ଗୋଟିଏ ଗାମୁଛାରେ ପ୍ରେମୀଯୁଗଳ ଗଛରେ ଫାଶ ଲଗାଇ ଝୁଲି ପଡ଼ିଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ। ମୃତକ ହେଲେ ନିତେଶ ମୁଣ୍ଡ ଓ ନାବାଳିକା ଗୋମତୀ ସରାବୁ।

Zx

କୋକସରା: ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ତେବେ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବା ଯୋଗୁଁ ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିବା ପ୍ରତିବନ୍ଧକ ସାଜିଲା। ଶେଷରେ ଦୁହେଁ ଏକାଠି ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଗାମୁଛାରେ ପ୍ରେମୀଯୁଗଳ ଗଛରେ ଫାଶ ଲଗାଇ ଝୁଲି ପଡ଼ିଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ।

କାଉଡୋଳା ଗ୍ରାମର ନିତେଶ ମୁଣ୍ଡ ଓ ସେହି ଗ୍ରାମରେ ରହୁଥିବା ଅନ୍ୟ ଜାତିର ନାବାଳିକା ଗୋମତୀ ସରାବୁ(୧୭)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପ୍ରେମକୁ ସାମାଜିକ ସ୍ୱୀକୃତି ନମିଳିବାରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରେମୀଯୁଗଳ କେଉଁ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।


 ଗ୍ରାମର ନିତେଶ ମୁଣ୍ଡ ଓ ସେହି ଗ୍ରାମରେ ରହୁଥିବା ଅନ୍ୟ ଜାତିର ନାବାଳିକା ଗୋମତୀ ସରାବୁ(୧୭)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପ୍ରେମକୁ ସାମାଜିକ ସ୍ୱୀକୃତି ନମିଳିବାରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରେମୀଯୁଗଳ କେଉଁ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe