ଓଆଇଏସଏଫ୍ ର ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ

Advertisment

ଅନୁଗୁଳ ଜିଲ୍ଲା ବଲଣ୍ଡା ଠାରେ ଏମସିଏଲର ସୁରକ୍ଷା ଦାୟିତ୍ୱରେ ରହିଥିବା ଓଆଇଏସଏଫ୍ ର ବୋଲେରୋ ଧକ୍କାରେ ଜଣେ  ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳର ସୁଶାନ୍ତ ସାହୁ।

ଅନୁଗୁଳ ଜିଲ୍ଲା ବଲଣ୍ଡା ଠାରେ ଏମସିଏଲର ସୁରକ୍ଷା ଦାୟିତ୍ୱରେ ରହିଥିବା ଓଆଇଏସଏଫ୍ ର ବୋଲେରୋ ଧକ୍କାରେ ଜଣେ  ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳର ସୁଶାନ୍ତ ସାହୁ।

ୂର

ତାଳଚେର: ଅନୁଗୁଳ ଜିଲ୍ଲା ବଲଣ୍ଡା ଠାରେ ଏମସିଏଲର ସୁରକ୍ଷା ଦାୟିତ୍ୱରେ ରହିଥିବା ଓଆଇଏସଏଫ୍ ର ବୋଲେରୋ ଧକ୍କାରେ ଜଣେ  ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳର ସୁଶାନ୍ତ ସାହୁ।

ସୂଚନା ଅନୁସାରେ, ଆଜି ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ଖଣି ଅଞ୍ଚଳରୁ ନିଜ କ୍ୟାମ୍ପକୁ ଫେରୁଥିବା ଓଆଇଏସଏଫ୍ ର ଏକ ବୋଲେରୋ ସ୍କୁଟିକୁ ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଓଆଇଏସଏଫ୍ ର ବୋଲେରୋଟି ଫେରାର ହୋଇଯାଇଥିଲା ।

ଆଜି ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ଖଣି ଅଞ୍ଚଳରୁ ନିଜ କ୍ୟାମ୍ପକୁ ଫେରୁଥିବା ଓଆଇଏସଏଫ୍ ର ଏକ ବୋଲେରୋ ସ୍କୁଟିକୁ ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଓଆଇଏସଏଫ୍ ର ବୋଲେରୋଟି ଫେରାର ହୋଇଯାଇଥିଲା। ପରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଦାବିରେ ତାଳଚେର ବଲଣ୍ଡା ରାସ୍ତାକୁ ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୋଲେରୋଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ପରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଦାବିରେ ତାଳଚେର ବଲଣ୍ଡା ରାସ୍ତାକୁ ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୋଲେରୋଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe