Advertisment

ଛତୁ ତୋଳିବାକୁ ଯାଇଥିଲେ: ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

Advertisment

ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି I ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ନୂଆଗାଁରେI ମୃତକ ହେଲେ ନୂଆଗାଁର ୫୫ ବର୍ଷୀୟ ସୁବାସ ପ୍ରଧାନI ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ସେ ହାତୀ ସହିତ ମୁହାଁମୁହିଁ ହୋଇଥିଲେI

ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି I ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ନୂଆଗାଁରେI ମୃତକ ହେଲେ ନୂଆଗାଁର ୫୫ ବର୍ଷୀୟ ସୁବାସ ପ୍ରଧାନI ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ସେ ହାତୀ ସହିତ ମୁହାଁମୁହିଁ ହୋଇଥିଲେI

Untitled

ଛେଣ୍ଡିପଦା: ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି I ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ନୂଆଗାଁରେI ମୃତକ ହେଲେ ନୂଆଗାଁର ସୁବାସ ପ୍ରଧାନI ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ସେ ହାତୀ ସହିତ ମୁହାଁମୁହିଁ ହୋଇଥିଲେI ତାଙ୍କୁ ତୁରନ୍ତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତିI

ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଜଣେ ଯୁବକ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ସାଢ଼େ ୫ ଟାରେ ଗ୍ରାମର ସୁବାସ ପ୍ରଧାନ(୫୩) ସାଥୀଙ୍କ ସହିତ ଗାଁ ପାଖ ମଶାଣି ନିକଟକୁ ଛତୁ ଖୋଜିବାକୁ ଯାଇଥିଲେ। ସେଠାରେ ଗୋଠଖଣ୍ଡିଆ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ସାଥୀମାନେ ଦୌଡ଼ି ରକ୍ଷାପାଇଥିବା ବେଳେ ସୁବାସ ଦନ୍ତା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସୁବାସଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଜଣେ ଯୁବକ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ସାଢ଼େ ୫ ଟାରେ ଗ୍ରାମର ସୁବାସ ପ୍ରଧାନ(୫୩) ସାଥୀଙ୍କ ସହିତ ଗାଁ ପାଖ ମଶାଣି ନିକଟକୁ ଛତୁ ଖୋଜିବାକୁ ଯାଇଥିଲେ। ସେଠାରେ ଗୋଠଖଣ୍ଡିଆ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ସାଥୀମାନେ ଦୌଡ଼ି ରକ୍ଷାପାଇଥିବା ବେଳେ ସୁବାସ ଦନ୍ତା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସୁବାସଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହ ବ୍ୟବଛେଦ ପରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି। ବନ ବିଭାଗ ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ଏକ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe