ଟ୍ରକ୍ କୁ ପିଟିଲା ବସ୍, ଚାଲିଗଲା ଜଣେ ଯାତ୍ରୀଙ୍କ ଜୀବନ

Advertisment

ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସ୍ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଆହତ ହୋଇଥିବା ଜଣାଯାଇଛି।

ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସ୍ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଆହତ ହୋଇଥିବା ଜଣାଯାଇଛି।

bus acc

ଯାଜପୁର: ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସ୍ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ଧର୍ମଶାଳା ମେଡ଼ିକାଲରେ ଆହତ ରୋଗୀମାନେ ଚିକିତ୍ସା ହେଉଛନ୍ତି।

ସୂଚନା ଅନୁଯାୟୀ, ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ‘ରାଜା’ ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ ବସ୍ ଟି ଜାରକା ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe