ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ

Advertisment

ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ହାଇୱା ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି | ସେ ହେଲେ ନୂଆସାହି ଗ୍ରାମର ପୀତବାସ ପଣ୍ଡାl

ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ହାଇୱା ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି | ସେ ହେଲେ ନୂଆସାହି ଗ୍ରାମର ପୀତବାସ ପଣ୍ଡାl

Allegation of death of farmers due to crop damage

ବାଲିପାଟଣା: ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ହାଇୱା ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି | ସେ ହେଲେ ନୂଆସାହି ଗ୍ରାମର ପୀତବାସ ପଣ୍ଡାl ସେ ସ୍ଥାନୀୟ ବଜାରକୁ କୌଣସି କାମରେ ଆସିଥିବା ବେଳେ ହାଇୱା (ଓଡି ୦୫ ଏକ୍ୟୁ ୬୯୫୩) ତାଙ୍କ ଉପରେ ଚଢ଼ିଯାଇଥିଲା| ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି |

ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ | ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ରାସ୍ତାରୋକ ହଟିଛି|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe