ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି: ମମତା ମହାନ୍ତ

ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଜଣକପରେ ଜଣେ ବିଜେପିରେ ଯୋଗ ଦେବେ।

ଅଦ୍ୟତନ ହୋଇଛି
ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ!

ଭୁବନେଶ୍ବର: ବିଜେଡି ସାଂସଦମାନଙ୍କୁ ନେଇ ପୁଣି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଜଣକପରେ ଜଣେ ବିଜେପିରେ ଯୋଗ ଦେବେ।

ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ବିଜେଡି ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଜଣକପରେ ଜଣେ ବିଜେପିରେ ଯୋଗ ଦେବେ। ବିଶେଷକରି ‌ଯେଉଁ ବିଜେଡି ସାଂସଦମାନେ ୱାକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ, ସେମାନେ ବିଜେପିରେ ଯୋଗ ଦେବେ।

ବିଶେଷକରି ‌ଯେଉଁ ବିଜେଡି ସାଂସଦମାନେ ୱାକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ, ସେମାନେ ବିଜେପିରେ ଯୋଗ ଦେବେ।

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଜଣ ବିଜେଡି ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ। ଏହାପରେ କାହାର ପାଳି ତା’ଉପରେ ରହିଛି ଅନେକଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe