ହଜାରିବାଗରେ ନକ୍ସଲ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଝାଡ଼ଖଣ୍ଡ ରାଜ୍ୟର ହଜାରିବାଗ ଠାରେ ପୁଲିସ ଏବଂ ସିଆରପିଏଫ ଦ୍ଵାରା ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ହଜାରିବାଗରେ ନକ୍ସଲ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।

Untitled-10

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ହଜାରିବାଗ ଠାରେ ପୁଲିସ ଏବଂ ସିଆରପିଏଫ ଦ୍ଵାରା ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ ବୋକାରୋ-ହଜାରିବାଗ ସୀମାନ୍ତ ଅଞ୍ଚଳରେ ଆଜି ସକାଳେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଚଳାଉଥିବା ବେଳେ ଗୋଟିଏ ମାଓ ଶିବିରକୁ ନଷ୍ଟ କରିଦେଇଛି। 

ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ହଜାରିବାଗ ଠାରେ ପୁଲିସ ଏବଂ ସିଆରପିଏଫ ଦ୍ଵାରା ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ ବୋକାରୋ-ହଜାରିବାଗ ସୀମାନ୍ତ ଅଞ୍ଚଳରେ ଆଜି ସକାଳେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଚଳାଉଥିବା ବେଳେ ଗୋଟିଏ ମାଓ ଶିବିରକୁ ନଷ୍ଟ କରିଦେଇଛି। ଏହି ମାଓ ଶିବିରରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀରେ ଦୁଇଟି ଏସଏଲଆର ରାଇଫଲ, ମାଗାଜିନ, ବହୁ ସଂଖ୍ୟକ କାର୍ଟ୍ରିଜ୍, ବ୍ୟାକପ୍ୟାକ୍, ପୋଷାକ ଏବଂ ବିଭିନ୍ନ ନିତ୍ୟଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ ରହିଛି।

ଏହି ମାଓ ଶିବିରରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀରେ ଦୁଇଟି ଏସଏଲଆର ରାଇଫଲ, ମାଗାଜିନ, ବହୁ ସଂଖ୍ୟକ କାର୍ଟ୍ରିଜ୍, ବ୍ୟାକପ୍ୟାକ୍, ପୋଷାକ ଏବଂ ବିଭିନ୍ନ ନିତ୍ୟଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ ରହିଛି। ଏହି ସଫଲତାକୁ ପୁଲିସମାନେ ଏକ ବଡ଼ ସଫଳତା ବୋଲି ମାନୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe