ମାଓ ଡମ୍ପ ଉଦ୍ଧାର, ବହୁ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

।ମାଲକାନଗିରି ଡିଭିଏଫ ଯବାନ ଏମଭି-୭୯ ଥାନା ଅନ୍ତର୍ଗତ ମେଟାଗୁଡା ,କତନପାଲି  ଏବଂ ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡା,ଟୋକାଲଗୁଡା ଅଂଚଳରେ ଚଢଉ କରି ମାଓବାଦୀ ମାଟି ତଳେ ଡ଼ମ୍ପ କରି ରଖିଥିବା ମାଓ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀକୁ ଜବତ କରିଛନ୍ତି।

ମକ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀ ଡମ୍ପ କରି ରଖିଥିବା ବିସ୍ଫୋରକ, ବନ୍ଧୁକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ମାଲକାନଗିରି ଡିଭିଏଫ ଯବାନ ଏମଭି-୭୯ ଥାନା ଅନ୍ତର୍ଗତ ମେଟାଗୁଡା ,କତନପାଲି  ଏବଂ ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡା,ଟୋକାଲଗୁଡା ଅଂଚଳରେ ଚଢଉ କରି ମାଓବାଦୀ ମାଟି ତଳେ ଡ଼ମ୍ପ କରି ରଖିଥିବା ମାଓ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀକୁ ଜବତ କରିଛନ୍ତି।

ମାଲକାନଗିରି ଡିଭିଏଫ ଯବାନ ଏମଭି-୭୯ ଥାନା ଅନ୍ତର୍ଗତ ମେଟାଗୁଡା ,କତନପାଲି  ଏବଂ ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡା,ଟୋକାଲଗୁଡା ଅଂଚଳରେ ଚଢଉ କରି ମାଓବାଦୀ ମାଟି ତଳେ ଡ଼ମ୍ପ କରି ରଖିଥିବା ମାଓ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀକୁ ଜବତ କରିଛନ୍ତି। ଆଜି ଏସପି କାର୍ଯ୍ୟାଳୟରେ ମାଓ ଡମ୍ପରୁ ଉଦ୍ଧାର ହୋଇଥିବା ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା। ସେଗୁଡିକ ମଧ୍ୟରୁ ଏସ ଏଲ ଆର ବନ୍ଧୁକ,ମେଗାଜିନ,ଅମୁନେସନ ଚାର୍ଜ କ୍ଲିପ,ମେଗାଯିନ ପାଉଚ,ମୋବାଇଲ ସମେତ ବହୁ ସାମଗ୍ରୀ ଜବତ ହୋଇଥିବା ନେଇ ଏସପି ବେବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି।

ଆଜି ଏସପି କାର୍ଯ୍ୟାଳୟରେ ମାଓ ଡମ୍ପରୁ ଉଦ୍ଧାର ହୋଇଥିବା ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା। ସେଗୁଡିକ ମଧ୍ୟରୁ ଏସ ଏଲ ଆର ବନ୍ଧୁକ,ମେଗାଜିନ,ଅମୁନେସନ ଚାର୍ଜ କ୍ଲିପ,ମେଗାଯିନ ପାଉଚ,ମୋବାଇଲ ସମେତ ବହୁ ସାମଗ୍ରୀ ଜବତ ହୋଇଥିବା ନେଇ ଏସପି ବେବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe