ସମ୍ବଲପୁରର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ !

ସମ୍ବଲପୁରମୁହାଁ ହୋଇଛନ୍ତି ଛତିଶଗଡ଼ି ମାଓବାଦୀ! ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି। ଏବେ ସୁରକ୍ଷାକର୍ମୀ ସମ୍ବଲପୁରମୁହାଁ ହୋଇଥିବା ଛତିଶଗଡ଼ି ମାଓବାଦୀଙ୍କୁ ସଫା କରିବାର ସମୟ ଆସିଛି।

bhj

ସମ୍ବଲପୁର:ସମ୍ବଲପୁରମୁହାଁ ହୋଇଛନ୍ତି ଛତିଶଗଡ଼ି ମାଓବାଦୀ! ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି। ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି। ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କୁ ଦେଖିବାକୁ ମିଳିନଥିଲା।

ଏବେ ଛତିଶଗଡ଼ରେ ଲଗାତର ମାଓ ଏନ୍‌କାଉଣ୍ଟର ହେଉଛି । ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି । ଗୋଟିଏ ପଟେ ଛତିଶଗଡ଼ରେ ମାଓ ଏନ୍‌କାଉଣ୍ଟର ଅନ୍ୟପଟେ ସରଣ୍ଡା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଉଛି। ତେଣୁ ମାଓବାଦୀମାନେ ସମ୍ବଲପୁର ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ଏବେ ସୁରକ୍ଷାକର୍ମୀ ସମ୍ବଲପୁରମୁହାଁ ହୋଇଥିବା ଛତିଶଗଡ଼ି ମାଓବାଦୀଙ୍କୁ ସଫା କରିବାର ସମୟ ଆସିଛି। ଏହାଫଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଲକ୍ଷ୍ୟ ପୂରଣ ହେବ।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe