୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

Advertisment

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। 

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। 

53a9ad2c-f2f2-421b-8a4a-038a1febee46

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି।

୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ୫୫ ବର୍ଷୀୟ ମଙ୍ଗଲୁ କୁରସମ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ।

 ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ୫୫ ବର୍ଷୀୟ ମଙ୍ଗଲୁ କୁରସମ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe