ଜୀବନ ହାରିଲେ ବିବାହିତ ପ୍ରେମୀ ଯୁଗଳ

Advertisment

ଜୀବନ ହାରିଲେ ବିବାହିତ ପ୍ରେମୀ ଯୁଗଳ। ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମ ଜିଲ୍ଲା ଅଲାରିଗଡ଼ ଗ୍ରାମ ପାହାଡ଼ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରେମିକ ପାଟପୁର ଏବଂ ପ୍ରେମିକା ଜୁରା ସାନଖେମୁଣ୍ଡି ଅଞ୍ଚଳର ବୋଲି ସୂଚନା ରହିଛି।

କ୍ପମ

ଶେରଗଡ଼: ଜୀବନ ହାରିଲେ ବିବାହିତ ପ୍ରେମୀ ଯୁଗଳ। ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମ ଜିଲ୍ଲା ଅଲାରିଗଡ଼ ଗ୍ରାମ ପାହାଡ଼ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରେମିକ ପାଟପୁର ଏବଂ ପ୍ରେମିକା ଜୁରା ସାନଖେମୁଣ୍ଡି ଅଞ୍ଚଳର ବୋଲି ସୂଚନା ରହିଛି।ଜୀବନ ହାରିଥିବା ପ୍ରେମୀ ଯୁଗଳ ବିବାହିତ ଓ ଉଭୟଙ୍କର ସନ୍ତାନ ଵି ଅଛନ୍ତି।

ଖବର ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। କାହିଁକି ଦୁହେଁଏଭଳି ନିଷ୍ପତ୍ତି ନେଲେ ସେନେଇଅଧିକ ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe