ଫ୍ୟାନରେ ଝୁଲି ପଡ଼ିଲେ ବିବାହିତ ଯୁବକ, କାରଣ ଅସ୍ପଷ୍ଟ

ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଯାଇଛି। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

bd15d5f4-6873-4489-bdc7-1691da5fb8ca

ବୁର୍ଲା: ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ୍ୟୁ ପୂର୍ବରୁ ସେ ତାଙ୍କର କିଛି ସାଙ୍ଗଙ୍କୁ ହ୍ବାଟ୍ସ୍ ଆପ୍‌‌ରେ  ପଠାଇଥିବା ସୁଇସାଇଡାଲ ନୋଟକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୃତକ ରାହୁଲ ଶର୍ମା(୩୫) ବୁର୍ଲା ସହରର ଶ୍ରୀରାମ ବିହାରରେ ପରିବାର ସହ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ସେ ଏକ ବେଡସିଟ ବେକରେ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଭିମ୍‌ସାର୍‌ର ବଡ଼ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁକୁ ନେଇ ସହରରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ମୃତ୍ୟୁ ପୂର୍ବରୁ ସେ କିଛି ସାଙ୍ଗଙ୍କୁ ହ୍ବାଟ୍ସ ଆପ୍‌ରେ ପଠାଇଥିବା ବାର୍ତ୍ତାକୁ ନେଇ ଚର୍ଚ୍ଚା ହେଉଛି। ତାଙ୍କ ଅନ୍ତେ ପରିବାରରେ ପତ୍ନୀ ଓ ଅଢ଼େଇ ବର୍ଷର ଏକ ଶିଶୁପୁତ୍ର ରହିଛି।

ସୂଚନା ଅନୁସାରେ, ମୃତକ ରାହୁଲ ଶର୍ମା(୩୫) ବୁର୍ଲା ସହରର ଶ୍ରୀରାମ ବିହାରରେ ପରିବାର ସହ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ସେ ଏକ ବେଡସିଟ ବେକରେ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଭିମ୍‌ସାର୍‌ର ବଡ଼ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁକୁ ନେଇ ସହରରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ମୃତ୍ୟୁ ପୂର୍ବରୁ ସେ କିଛି ସାଙ୍ଗଙ୍କୁ ହ୍ବାଟ୍ସ ଆପ୍‌ରେ ପଠାଇଥିବା ବାର୍ତ୍ତାକୁ ନେଇ ଚର୍ଚ୍ଚା ହେଉଛି। ତାଙ୍କ ଅନ୍ତେ ପରିବାରରେ ପତ୍ନୀ ଓ ଅଢ଼େଇ ବର୍ଷର ଏକ ଶିଶୁପୁତ୍ର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe