ଓଡ଼ିଶା ପାଇଁ ଆସନ୍ତାକାଲି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ, ଯୋଗ ଦେବେ ପିସିସି ସଭାପତି ଓ ପ୍ରଭାରୀ

ଓଡ଼ିଶା ପାଇଁ ଆସନ୍ତାକାଲି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ। ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ବି ବୈଠକରେ ସାମିଲ ହେବେ। ସଙ୍ଗଠନ ସଂରଚନାର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

congress

ଭୁବନେଶ୍ବର: ଓଡ଼ିଶା ପାଇଁ ଆସନ୍ତାକାଲି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ବି ବୈଠକରେ ସାମିଲ ହେବେ। ସଙ୍ଗଠନ ସଂରଚନାର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ଓଡ଼ିଶା ପାଇଁ ଆସନ୍ତାକାଲି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ବି ବୈଠକରେ ସାମିଲ ହେବେ। ସଙ୍ଗଠନ ସଂରଚନାର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବା ପାଇଁ ଖୁବ୍ ଶୀଘ୍ର ସେମାନେ ଓଡ଼ିଶା ଆସିବେ। ସଙ୍ଗଠନରେ ଆଉ ରହିବନି ସୁପାରିସ୍। ଦିଲ୍ଲୀରୁ ଦଳୀୟ ନେତା ଆସି ଓଡ଼ିଶାରେ ଜିଲ୍ଲା ସଭାପତି ମନୋନୟନ କରିବେ ବୋଲି ଜଣାଯାଇଛି।

ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବା ପାଇଁ ଖୁବ୍ ଶୀଘ୍ର ସେମାନେ ଓଡ଼ିଶା ଆସିବେ। ସଙ୍ଗଠନରେ ଆଉ ରହିବନି ସୁପାରିସ୍। ଦିଲ୍ଲୀରୁ ଦଳୀୟ ନେତା ଆସି ଓଡ଼ିଶାରେ ଜିଲ୍ଲା ସଭାପତି ମନୋନୟନ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe