ଗାଧୋଇବା ସମୟରେ ଗୋଡ଼ ଖସିଗଲା, ଚାଲିଗଲା ନାବାଳକ ଛାତ୍ରଙ୍କ ଜୀବନ

Advertisment

ପ୍ରଶାନ୍ତ ଶିଅଳଙ୍କ ପୁତ୍ର ତୁଷାରକାନ୍ତ ଶିଅଳ(୧୩) କୋଚିଆ କୋଇଲି ଗ୍ରାମରେ ଥିବା ଠାକୁରାଣୀ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀ ଭିତରକୁ ଖସି ଯାଇଥିଲେ।

ପ୍ରଶାନ୍ତ ଶିଅଳଙ୍କ ପୁତ୍ର ତୁଷାରକାନ୍ତ ଶିଅଳ(୧୩) କୋଚିଆ କୋଇଲି ଗ୍ରାମରେ ଥିବା ଠାକୁରାଣୀ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀ ଭିତରକୁ ଖସି ଯାଇଥିଲେ।

ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୋଚିଆ କୋଇଲି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଶାନ୍ତ ଶିଅଳଙ୍କ ପୁତ୍ର ତୁଷାରକାନ୍ତ ଶିଅଳ(୧୩) କୋଚିଆ କୋଇଲି ସେହି ଗ୍ରାମରେ ଥିବା ଠାକୁରାଣୀ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ପୋଖରୀ ଭିତରକୁ ଖସି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରିବାର କିଛି ସମୟ ପରେ ମନ୍ଦିର ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ।

ପ୍ରଶାନ୍ତ ଶିଅଳଙ୍କ ପୁତ୍ର ତୁଷାରକାନ୍ତ ଶିଅଳ(୧୩) କୋଚିଆ କୋଇଲି ସେହି ଗ୍ରାମରେ ଥିବା ଠାକୁରାଣୀ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ପୋଖରୀ ଭିତରକୁ ଖସି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରିବାର କିଛି ସମୟ ପରେ ମନ୍ଦିର ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକ ତୁଷାରକାନ୍ତଙ୍କୁ ସୋର ମେଡିକାଲକୁ ଆଣିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପରିବାର ଲୋକ ତୁଷାରକାନ୍ତଙ୍କୁ ସୋର ମେଡିକାଲକୁ ଆଣିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ତୁଷାରକାନ୍ତ ଶିଅଳ ରଘୁନାଥଜିଉ ସଂସ୍କୃତ ବିଦ୍ୟାଳୟ  ସପ୍ତମ ଶ୍ରେଣୀର ମେଧାବୀ ଛାତ୍ର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe