ପାଟଣାଗଡ଼: ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

Advertisment

ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାଯାଇଛି।

ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାଯାଇଛି।

vgt

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 
ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ ବୁଡ଼ିଯାଇଥିଲା। ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାପଡ଼ିଛି।

ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ ବୁଡ଼ିଯାଇଥିଲା। ମୃତ ନାବାଳକ ମରୁଆଁ ଗ୍ରାମର ପ୍ରଜ୍ଞାନ ସାହୁ(୯) ବୋଲି ଜଣାଯାଇଛି। ପୋଖରୀରୁ ଗାଁ ଲୋକେ ତାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଜ୍ଞାନକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।   

ପୋଖରୀରୁ ଗାଁ ଲୋକେ ତାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଜ୍ଞାନକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। 

death 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe