ନାବାଳିକାର ମେହେନ୍ଦି ଲଗାଇବା ସ୍ବପ୍ନ ରହିଗଲା ଅଧୁରା, କାନ୍ଥପଡ଼ି ଚାଲିଗଲା ଜୀବନ

ପଡ଼ିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର  ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

death

ହାଟଡିହି: ରାତି ପାହିଥିଲେ କୁଆଁର ପୁନେଇ। ସାଙ୍ଗମାନଙ୍କ ସହ ହାତରେ ମେହେନ୍ଦି ଲଗାଇ ସଜବାଜ ହେବାକୁ ପଡ଼ିଶାଘରକୁ ଯାଇଥିଲେ ନାବାଳିକା ଝିଅ। ହେଲେ ଖାଇସାରିଲା ପରେ ମେହେନ୍ଦି ଲଗାଇବାକୁ ସାଙ୍ଗମାନେ କହିବାରୁ ଘରକୁ ଫେରିଆସୁଥିବା ସମୟରେ ହଠାତ୍ ଘଟିଲା ଅଘଟଣ। ପଡ଼ିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର  ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ମେହେନ୍ଦି ଲଗାଇବାକୁ ସାଙ୍ଗମାନେ କହିବାରୁ ଘରକୁ ଫେରିଆସୁଥିବା ସମୟରେ ହଠାତ୍ ଘଟିଲା ଅଘଟଣ। ପଡିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର  ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ। ମୃତ ନାବାଳିକା ଗାଁର ଶରତ ଚକ୍ରଙ୍କ ୧୭ବର୍ଷୀୟା ଝିଅ ସୀମାରାଣୀ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ। ମୃତ ନାବାଳିକା ଗାଁର ଶରତ ଚକ୍ରଙ୍କ ୧୭ବର୍ଷୀୟା ଝିଅ ସୀମାରାଣୀ। ଘଟଣା ପ୍ରଘଟ ହେବାପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe