ମାଆର ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସାନପୁଅର ଜୀବନ

କାର୍ ଧକ୍କାରେ ଚାଲିଗଲା ସାନପୁଅର ଜୀବନ। ମାଆର ଆଖି ଆଗରେ ଘଟିଲା ଏଭଳି ଅଭାବନୀୟ ଘଟଣା। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କୁମ୍ଭାରବିଡ଼ା ଛକରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ସାନପୁଅ ଶୁଭଙ୍କର ନାୟକ(୧୦)ଙ୍କ ମୃତ୍ୟୁ ଘଟିଥିଲା।

bnj

ଦଶପଲ୍ଲା: କାର୍ ଧକ୍କାରେ ଚାଲିଗଲା ସାନପୁଅର ଜୀବନ। ମାଆର ଆଖି ଆଗରେ ଘଟିଲା ଏଭଳି ଅଭାବନୀୟ ଘଟଣା। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କୁମ୍ଭାରବିଡ଼ା ଛକରେ ଏଭଳି ଦୁର୍ଘଟଣା ଘଟିଛି। 

ଆଜି ସକାଳେ ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଜଣେ ମହିଳା ନିଜର ଦୁଇ ପୁଅ ଶୁଭମ୍ ଓ ଶୁଭଙ୍କର ନାୟକଙ୍କୁ ଧରି ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ ସୋନପୁର ଅଭିମୁଖେ ଯାଉଥିବା ଏକ କାର୍ ସେମାନଙ୍କୁ  ଧକ୍କା ଦେଇଥିଲା କାର୍। ଫଳରେ ଘଟଣାସ୍ଥଳରେ ହିଁ ସାନପୁଅ ଶୁଭଙ୍କର ନାୟକ(୧୦)ଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ଆଜି ସକାଳେ ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଜଣେ ମହିଳା ନିଜର ଦୁଇ ପୁଅ ଶୁଭମ୍ ଓ ଶୁଭଙ୍କର ନାୟକଙ୍କୁ ଧରି ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ ସୋନପୁର ଅଭିମୁଖେ ଯାଉଥିବା ଏକ କାର୍ ସେମାନଙ୍କୁ  ଧକ୍କା ଦେଇଥିଲା କାର୍। ଫଳରେ ଘଟଣାସ୍ଥଳରେ ହିଁ ସାନପୁଅ ଶୁଭଙ୍କର ନାୟକ(୧୦)ଙ୍କ ମୃତ୍ୟୁ ଘଟିଥିଲା।
 ତେଣେ ଗୁରୁତର ମାଆ ଜ୍ୟୋତ୍ସ୍ନାରାଣୀ ନାୟକ ଓ ବଡ଼ପୁଅ ଶଭମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।ପୁଲିସ କାରକୁ ଜବତ କରିବା ସହ ଚାଳକକୁ  ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe