ଜଙ୍ଗଲରେ ନାବାଳିକାକୁ ଗଣଦୁଷ୍କର୍ମ କରି ୩ ଦୁର୍ବୃତ୍ତ ଫେରାର, ତଳସରା ଥାନାରେ ଅଭିଯୋଗ

Advertisment

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ଏନେଇ ତଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ଏନେଇ ତଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

bh

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ବିବାହ ଭୋଜି ସାରି ସମ୍ପର୍କୀୟଙ୍କ ସହ ବାଇକରେ ଘରକୁ ଫେରିବା ସମୟରେ ଏକ ବୋଲେରୋରେ ଆସି ବାଇକକୁ ଧକ୍କା ଦେଇ  ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଟେକି ନେଇଗଲେ ଓ ଗଣଦୁଷ୍କର୍ମ କଲେ। ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଫେରାର ହୋଇଗଲେ।

ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ବିବାହ ଭୋଜି ସାରି ସମ୍ପର୍କୀୟଙ୍କ ସହ ବାଇକରେ ଘରକୁ ଫେରିବା ସମୟରେ ଏକ ବୋଲେରୋରେ ଆସି ବାଇକକୁ ଧକ୍କା ଦେଇ  ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଟେକି ନେଇଗଲେ ଓ ଗଣଦୁଷ୍କର୍ମ କଲେ। ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଫେରାର ହୋଇଗଲେ। ଏନେଇ ତଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏନେଇ ତଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ଯାଏ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଧରିନାହିଁ ପୁଲିସ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe