ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଗୁଳି ଚାଳନା। ନାବାଳକ ଗୁରୁତର। କଟକ ସ୍ଥାନାନ୍ତର। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା।

Advertisment

ଅଭିଯୁକ୍ତ ଅଟକ

ନାବାଳକ ଛାତି ତଳେ ଗୁଳି ବାଜିଥିଲା। ନାବାଳକ ଜଣକ ଭଡ଼ାରେ ରହୁଥିଲେ। ଗୁଳିବାଜିବା ପରେ ନାବାଳକଙ୍କୁ ପ୍ରଥମେ ବୁର୍ଲା ପରେ କଟକ ବଡ଼ ମେଡିକାଲ ରେଫର କରାଯାଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିବା ସହିତ ଘରୁ କିଛି ସାମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: PM Modi Somnath Temple ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ