ପୁଣି ଜଣେ ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଯୁବକ ଅଟକ

ପୁଣି ଜଣେ ନାବାଳିକା ଗର୍ଭବତୀ l ଏନେଇ ବଣାଇ ଥାନାରେ ଅଭିଯୋଗ ହୋଇଛିl ଦଶମ ଶ୍ରେଣୀର ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛିl ଖାଲି ସେତିକି ନୁହେଁ, ଅଭିଯୁକ୍ତ ଯୁବକକୁ ମଧ୍ଯ ଅଟକ ରଖି ତଦନ୍ତ କରୁଛି ବଣାଇ ପୁଲିସ l

bonai ps

କୋଇଡ଼ା: ପୁଣି ଜଣେ ନାବାଳିକା ଗର୍ଭବତୀ l ଏନେଇ ବଣାଇ ଥାନାରେ ଅଭିଯୋଗ ହୋଇଛିl ଦଶମ ଶ୍ରେଣୀର ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛିl ଖାଲି ସେତିକି ନୁହେଁ, ଅଭିଯୁକ୍ତ ଯୁବକକୁ ମଧ୍ଯ ଅଟକ ରଖି ତଦନ୍ତ କରୁଛି ବଣାଇ ପୁଲିସ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe